ଟାଲିଗ୍ଲୁସେରେଜ ଆଲଫା
Clinical data | |
---|---|
Trade names | Elelyso, Uplyso, others |
AHFS/Drugs.com | monograph |
Pregnancy category | |
Routes of administration | Intravenous infusion |
Legal status | |
Legal status |
|
Pharmacokinetic data | |
Elimination half-life | 18.9-28.7 minutes |
Chemical and physical data | |
Formula | C2580H3918N680O727S17 |
Molar mass | ୫୬,୬୩୮.୭୮ g·mol−1 |
ଟାଲିଗ୍ଲୁସେରେଜ ଆଲଫା (ଇଂରାଜୀ ଭାଷାରେ Taliglucerase alfa), ଅନ୍ୟମାନଙ୍କ ମଧ୍ୟରେ ଏଲିସୋ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଗାଉଚର ରୋଗ ପ୍ରକାର ୧ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଥକ୍କା, ଅଇ, ଗଲୁ ଏବଂ ରାସ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ହୋଇପାରେ । ଏହା ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଏକ ଗ୍ଲୁକୋସେରେବ୍ରୋସାଇଡେଜ ଏବଂ ଏହି ନିଖୋଜ ଏନଜାଇମକୁ ବଦଳାଇ କାର୍ଯ୍ୟ କରେ ।
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟାଲିଗ୍ଲୁରେଜ ଆଲଫା ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହା ୨୦୧୦ରେ ଏହା ଏକ ଅନାଥ ନାମକରଣ ଗ୍ରହଣ କରିଥିଲା କିନ୍ତୁ ମାର୍କେଟରେ ସ୍ୱତନ୍ତ୍ର ସମାନ ଉତ୍ପାଦ ଭେଲାଗ୍ଲୁରେଜେସ୍ ଆଲଫା ଥିବା କାରଣରୁ ୨୦୧୨ରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୭୦ କିଲୋଗ୍ରାମ ଓଜନର ବ୍ୟକ୍ତିଙ୍କ ପାଇଁ ଏକ ମାତ୍ରା ପିଛା ପ୍ରାୟ ୧୮,୦୦୦ ଡଲାର (ବର୍ଷକୁ ୪୬୫,୦୦୦ ଡଲାର) ଖର୍ଚ୍ଚ ହୋଇଥାଏ ।[୩] ଯୁକ୍ତରାଷ୍ଟ୍ରରେ ଏହା ପ୍ରଥମ ଉଦ୍ଭିଦ ନିର୍ମିତ ଔଷଧ ।[୪] [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Taliglucerase Alfa Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 21 September 2021.
- ↑ "Elelyso". Archived from the original on 29 August 2021. Retrieved 21 September 2021.
- ↑ "Elelyso Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 21 September 2021.
- ↑ Kaiser J (April 2008). "Is the drought over for pharming?". Science. 320 (5875): 473–5. doi:10.1126/science.320.5875.473. PMID 18436771.
- ↑ Maxmen A (2 May 2012). "First plant-made drug on the market". Nature, Biology & Biotechnology, Industry. Archived from the original on 18 October 2012. Retrieved 26 June 2012.